02/10/2026
🌱 ମାଆଙ୍କ ପାଇଁ ଗଛଟିଏ — ସବୁଜ ଭବିଷ୍ୟତ ପାଇଁ ପଦକ୍ଷେପଟିଏ
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା–୨୦୨୬ ଅବସରରେ ସୁନ୍ଦରଗଡ଼ ପୌରପାଳିକା ପକ୍ଷରୁ ୱାର୍ଡ ନଂ–୧୭ ଅନ୍ତର୍ଗତ ପତ୍ରାପାଲି, ଗୌଡ଼ପଡ଼ା ପାର୍କରେ “ଏକ ପେଡ୍ ମାଁ କେ ନାମ୍” ଅଭିଯାନ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପରିବେଶକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି, ପୌର କର୍ମଚାରୀ ଓ ସ୍ଥାନୀୟ ନାଗରିକମାନେ ସାମିଲ ହୋଇ ଚାରାରୋପଣ କରିଥିଲେ।
🌳 ଆସନ୍ତୁ, ମାଆଙ୍କ ନାମରେ ଗଛଟିଏ ଲଗାଇବା ଓ ତାହାର ଯତ୍ନ ନେଇ ସବୁଜ ସୁନ୍ଦରଗଡ଼ ଗଢ଼ିବା।
Swachh Bharat Mission - Urban
Housing & Urban Development Department, Govt. of Odisha
Ministry of Housing and Urban Affairs
District Administration, Sundargada, Odisha
District Urban Development Agency- DUDA Sundargarh