Soumya R. Pradhan-Ashis -BJD Block president

Soumya R. Pradhan-Ashis -BJD Block president Contact information, map and directions, contact form, opening hours, services, ratings, photos, videos and announcements from Soumya R. Pradhan-Ashis -BJD Block president, Social service, AT/PO = DERA, Talcher.

01/05/2026
*ll ​ଅନୁଗୋଳ ମାଟିର ସ୍ୱର, ବିଶ୍ୱାସର ୨୬ ବର୍ଷ ll*         *ଅନୁଗୋଳ ସଂସ୍କରଣ "ସମ୍ବାଦ"ର ୨୬ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଭବ୍ୟ ସମାରୋ...
25/04/2026

*ll ​ଅନୁଗୋଳ ମାଟିର ସ୍ୱର, ବିଶ୍ୱାସର ୨୬ ବର୍ଷ ll*

*ଅନୁଗୋଳ ସଂସ୍କରଣ "ସମ୍ବାଦ"ର ୨୬ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ମାନ୍ୟବର ସାଂସଦ ଢ଼େଙ୍କାନାଳ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି, ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ, ମାନ୍ୟବର ବିଧାୟକ ଅନୁଗୋଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ଅଗସ୍ତି ବେହେରା, 'ସମ୍ବାଦ' ଓ କନକ ନ୍ୟୁଜ୍ ର ସମ୍ପାଦିକା ଶ୍ରୀମତୀ ତନୟା ପଟ୍ଟନାୟକ ଯୋଗଦେଇଥିଲେ* ।।

*ସମ୍ବାଦ କେବଳ ଏକ ଖବରକାଗଜ ନୁହେଁ, ବରଂ ଅନୁଗୋଳବାସୀଙ୍କ ଦର୍ପଣ। ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ସାମ୍ବାଦିକତାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ରକ୍ଷା କରିବାରେ 'ସମ୍ବାଦ'ର ଭୂମିକାକୁ ପ୍ରଶଂସା କରିଥିଲେ।*

*ଓଁ ଶ୍ରୀ ଶ୍ରୀ ଶନିଶ୍ଚରାୟ ନମଃ 🙏* *ଆଜି ପବିତ୍ର ଶନି ଓଷା ଉପଲକ୍ଷେ ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ଗ୍ରାମ...
25/04/2026

*ଓଁ ଶ୍ରୀ ଶ୍ରୀ ଶନିଶ୍ଚରାୟ ନମଃ 🙏*
*ଆଜି ପବିତ୍ର ଶନି ଓଷା ଉପଲକ୍ଷେ ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ଗ୍ରାମରେ ଅବସ୍ଥିତ ଶନି ମନ୍ଦିରରେ ଶନିଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ।। ଏହି ପବିତ୍ର ଅବସରରେ ନୂତନ ଶନି ମନ୍ଦିର ଓ କୋଠଘର ନିର୍ମାଣର ଭୂମି ପୂଜନ ହୋଇଥିଲା।*
*ଏହି କାର୍ଯ୍ୟକ୍ରମରେ ୦୯ ନଂ ଜୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ରଞ୍ଜନ ସାହୁ, ଅନୁଗୋଳ ଜିଲ୍ଲା ବିଜେଡ଼ି ଉପ ସଭାପତି ଶ୍ରୀଯୁକ୍ତ ସୁନିଲ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।*

*ଆଜି ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୁର ଗ୍ରାମ ପଞ୍ଚାୟତର ରାଧାରମଣପୁର ଗ୍ରାମରେ ନ୍ୟାୟର ଦେବତା ପ୍ରଭୁ ଶ୍ରୀ ଶ୍ରୀ ଶନିଦେବ ମହାରାଜଙ୍କ ବାର...
25/04/2026

*ଆଜି ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୁର ଗ୍ରାମ ପଞ୍ଚାୟତର ରାଧାରମଣପୁର ଗ୍ରାମରେ ନ୍ୟାୟର ଦେବତା ପ୍ରଭୁ ଶ୍ରୀ ଶ୍ରୀ ଶନିଦେବ ମହାରାଜଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ଯୋଗଦାନ କରି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଭୁଙ୍କ କୃପା ଲାଭ କଲେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ।।*

*ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ପଞ୍ଚାୟତର ଖୋଲୁଆ ଗ୍ରାମରେ ଗ୍ରହରାଜ "ଶ୍ରୀ ଶ୍ରୀ ଶ୍ରୀ ‌ଶନିଦେବ ମନ୍ଦିରର ବାର୍ଷିକ ଉତ୍ସବ" ରେ ଯୋଗଦ...
25/04/2026

*ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ପଞ୍ଚାୟତର ଖୋଲୁଆ ଗ୍ରାମରେ ଗ୍ରହରାଜ "ଶ୍ରୀ ଶ୍ରୀ ଶ୍ରୀ ‌ଶନିଦେବ ମନ୍ଦିରର ବାର୍ଷିକ ଉତ୍ସବ" ରେ ଯୋଗଦେଇ ନ୍ୟାୟର ଦେବତା ପ୍ରଭୁ ଶନିଶ୍ଚରଙ୍କ ଦର୍ଶନ ଓ ଆ‌‌ଶିଷ ଭିକ୍ଷା କଲେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ।।*

*ll ૐ ଶଂ ଶନୈଶ୍ଚରାୟ ନମଃ ll*        *ତାଳଚେର ବ୍ଲକ ଅନ୍ତର୍ଗତ ବନ୍ତୋଲ ଗ୍ରାମ ପଞ୍ଚାୟତର କୁକୁଡୁଲା ଗ୍ରାମରେ ଅନୁଷ୍ଠିତ ପ୍ରଭୁ ଶ୍ରୀ ଶ୍ରୀ ...
25/04/2026

*ll ૐ ଶଂ ଶନୈଶ୍ଚରାୟ ନମଃ ll*
*ତାଳଚେର ବ୍ଲକ ଅନ୍ତର୍ଗତ ବନ୍ତୋଲ ଗ୍ରାମ ପଞ୍ଚାୟତର କୁକୁଡୁଲା ଗ୍ରାମରେ ଅନୁଷ୍ଠିତ ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଶନିଦେବ ମହାରାଜଙ୍କ ପବିତ୍ର ବାର୍ଷିକ ଉତ୍ସବରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ସାମିଲ ହୋଇ ଭକ୍ତିମୟ ପରିବେଶ ମଧ୍ୟରେ ପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କରି ଅଞ୍ଚଳବାସୀ ମଙ୍ଗଳ କାମନା କରିଛନ୍ତି ।।*

*ଆଜି ବଳରାମ ଓସିପି କଳିଙ୍ଗ କୋଲିୟରୀ ମଜଦୂର ସଂଘ (HMS) ର ସଭାପତି ତଥା ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ ଓ ବଳରାମ ଓସ...
11/03/2024

*ଆଜି ବଳରାମ ଓସିପି କଳିଙ୍ଗ କୋଲିୟରୀ ମଜଦୂର ସଂଘ (HMS) ର ସଭାପତି ତଥା ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ ଓ ବଳରାମ ଓସିପି କଳିଙ୍ଗ କୋଲିୟରୀ ମଜଦୂର ସଂଘ (HMS)ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର କୁଣ୍ଡ ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକଙ୍କୁ ସାକ୍ଷାତ କରି କାର୍ଯ୍ୟରତ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ କିପରି ଭାବେ ସମସ୍ୟାର ସମାଧାନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।*

*ଆଜି ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହେଁସମୂଳ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର ସଭାପତି ପର୍ଶୁରାମ ସାହୁଙ୍କ ପିତା ୰ହାଡ଼ିଆ ସାହୁଙ୍କ ଦ...
09/03/2024

*ଆଜି ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହେଁସମୂଳ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର ସଭାପତି ପର୍ଶୁରାମ ସାହୁଙ୍କ ପିତା ୰ହାଡ଼ିଆ ସାହୁଙ୍କ ଦେହାନ୍ତ ହୋଇଥିବା ଖବର ପାଇ ତୁରନ୍ତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ।*

*ଆଜି ତାଳଚେର MCL ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଠାରେ ମାନ୍ୟବର ବିଧାୟକ ତାଳଚେର ତଥା ମହାନଦୀ କୋଲ ଫିଲ୍ଡସ କଣ୍ଟ୍ରାକ୍ଚୁଆ...
08/03/2024

*ଆଜି ତାଳଚେର MCL ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଠାରେ ମାନ୍ୟବର ବିଧାୟକ ତାଳଚେର ତଥା ମହାନଦୀ କୋଲ ଫିଲ୍ଡସ କଣ୍ଟ୍ରାକ୍ଚୁଆଲ ଟ୍ରାନ୍ସପୋର୍ଟ ଓ୍ବାର୍କସ ୟୁନିଅନର ସଭାପତି ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ, କ୍ଷେତ୍ରୀୟ କାର୍ମିକ ପ୍ରବନ୍ଧକ, ମହାନଦୀ କୋଲ ଫିଲ୍ଡସ କଣ୍ଟ୍ରାକ୍ଚୁଆଲ ଟ୍ରାନ୍ସପୋର୍ଟ ଓ୍ବାର୍କସ ୟୁନିଅନର ସମ୍ପାଦକ, ବିସିଏମଏଲ୍ କମ୍ପାନୀ ଅନ୍ତର୍ଗତ ଏନ୍ ଏମ ଟି ପି ଏଲ୍ ର କର୍ମଚାରୀ ଉପସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଏନ୍ ଏମ ଟି ପି ଏଲ୍ କମ୍ପାନୀ ରେ କାର୍ଯ୍ୟରତ ଥିବା ସମସ୍ତ ଠିକା କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ। ଏମ ସି ଏଲ କତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।*

*ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋରାଗାଡିଆ ଗ୍ରାମର ଜମିହରା ପ୍ରଜାମାନଙ୍କୁ ଦୀର୍ଘ ୧୨ ବର୍ଷ ହେଲା ଏମ ସି ଏଲ କତୃପକ୍ଷ ନାହିଁ ନଥିବା ନି...
02/03/2024

*ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋରାଗାଡିଆ ଗ୍ରାମର ଜମିହରା ପ୍ରଜାମାନଙ୍କୁ ଦୀର୍ଘ ୧୨ ବର୍ଷ ହେଲା ଏମ ସି ଏଲ କତୃପକ୍ଷ ନାହିଁ ନଥିବା ନିର୍ଯାତନା ଦେଉଥିବା ସହ ଗ୍ରାମବାସୀମାନଙ୍କୁ ଚାକିରୀ ଦେବା ପାଇଁ ବିଭିନ୍ନ ପ୍ରକାର ଅଫିସିଆଲ୍ କାର୍ଯ୍ୟକୁ ବିଳମ୍ବ କରିବା ହେତୁ ଗତକାଲି ଗ୍ରାମବାସୀ ଆନ୍ଦୋଳନ କରିଥିଲେ ଆଜି ତାଳଚେର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ, ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମାନସ ରଞ୍ଜନ ବାରିକ, ଏମ ସି ଏଲ୍ ର ଯାନ୍ତ୍ରିକ ନିର୍ଦ୍ଦେଶକ, ତାଳଚେର ଓ କଣିହାଁ କ୍ଷେତ୍ରର ସମସ୍ତ ମହାପ୍ରବନ୍ଧକ ଙ୍କ ଉପସ୍ଥିତିରେ ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା କରିବା ସହ ଛେଳିଆ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଏମ ସି ଏଲ ଯାନ୍ତ୍ରିକ ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଛନ୍ତି।*

*ଆଜି ତାଳଚେର ଜାତୀୟ ରାଜପଥ -୫୩ ଠାରୁ ଖାଲପାଳ ଜାତୀୟ ରାଜପଥ - ୧୪୯ ପର୍ଯ୍ୟନ୍ତ ସଂଯୋଗୀକରଣ ନିମନ୍ତେ ତାଳଚେର ପୌରପରିଷଦ ୧ନଂ ୱାର୍ଡ ସ୍ଥିତ ତା...
29/02/2024

*ଆଜି ତାଳଚେର ଜାତୀୟ ରାଜପଥ -୫୩ ଠାରୁ ଖାଲପାଳ ଜାତୀୟ ରାଜପଥ - ୧୪୯ ପର୍ଯ୍ୟନ୍ତ ସଂଯୋଗୀକରଣ ନିମନ୍ତେ ତାଳଚେର ପୌରପରିଷଦ ୧ନଂ ୱାର୍ଡ ସ୍ଥିତ ତାଳଚେର ଷ୍ଟାଡିୟମ ଠାରେ ବ୍ରାହ୍ମଣୀ ନଦି ଉପରେ ୧୧୦୫୧.୧୧ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସୁଉଚ ସେତୁ ନିର୍ମାଣର ଭୂମିପୂଜନ, ତାଳଚେର ଟାଉନ ଠାରେ ୩୩୬.୧୨ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଗୋପବନ୍ଧୁ ମୁନିସିପାଲଟି ଟାଉନ ହଲ ନିର୍ମାଣର ଭୂମି ପୂଜନ, ୯୩୬.୦୫ ଲକ୍ଷ ଟଙ୍କା ବ୍ୟୟରେ ତାଳଚେର ଠାରେ ନୂତନ ପ୍ରଜାମଣ୍ଡଳ ଭବନ ନିର୍ମାଣର ଭୂମି ପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ମାନ୍ୟବର ସାଂସଦ ଢେ଼ଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଯୋଗଦେଲେ।*

Address

AT/PO = DERA
Talcher
759103

Telephone

+917008157044

Website

Alerts

Be the first to know and let us send you an email when Soumya R. Pradhan-Ashis -BJD Block president posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Soumya R. Pradhan-Ashis -BJD Block president:

Share

Category