02/09/2026
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ କି ପ୍ରତିଶୃତି ଯାହା ଦଉଥିଲେ ରକ୍ଷା କରୁଥିଲେ ଆଉ ସେ ରକ୍ଷା କରିକି ସଇଁତଳାକୁ ଏନ୍ଏସି ର ମାନ୍ୟତା ଦେବେ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ସରକାର ର ପରିବର୍ତନ ଆଣି ଆସିଲା । ସଇଁତଳା ଏନ୍ଏସିକୁ ଦାବି ରଖି ଆନ୍ଦୋଳନ ଡାକରା ଦେଇଛନ୍ତି ସୁବ୍ରତ ନାଗ, ଏହି ଗଣଧାରଣା ରେ ଆମ ସମସ୍ତଙ୍କର ପ୍ରିୟ ଶ୍ରୀମତୀ Tukuni Sahu ଯୋଗଦେଲେ।
#