Lalit Sethi

Lalit Sethi Contact information, map and directions, contact form, opening hours, services, ratings, photos, videos and announcements from Lalit Sethi, Umerkote.

03/02/2023
ଭାରତୀୟ ଜନତା ପାର୍ଟିର   #ବିଧାୟକ କହୁଚନ୍ତି ଦୁଃଖର ବିଷୟ ଏହିକି ଯେ ଏପରି ବକ୍ତବ୍ୟ ଦେବା ,ଗରିବ ଓ ସାଧାରଣ ପରିବାର ପାଇଁ କେତେ ବଡ଼ ହୃଦୟ ରହ...
27/02/2021

ଭାରତୀୟ ଜନତା ପାର୍ଟିର #ବିଧାୟକ କହୁଚନ୍ତି ଦୁଃଖର ବିଷୟ ଏହିକି ଯେ ଏପରି ବକ୍ତବ୍ୟ ଦେବା ,ଗରିବ ଓ ସାଧାରଣ ପରିବାର ପାଇଁ କେତେ ବଡ଼ ହୃଦୟ ରହିଛି ବିଜେପି ସରକାରର ସମ୍ମାନକୁ ଆସିଛି ...
ଯେଁଉ ମାନଙ୍କ ପାଖରେ ତେଲ ପାଇଁ ପଇସା ନାହିଁ । ସେମାନେ ସାଇକେଲ ବ୍ଯବହାର କରନ୍ତୁ ..
ଆମ ରାଜ୍ୟବାସୀ କହିବେ କିଏ ଚଲେଇବ ସାଇକେଲ

26/02/2021

"ବିପଦର ବନ୍ଧୁ" ଉମରକୋଟ ✊
"Bipadara Bandhu" Umerkote commitee 🙏

ଆରକ୍ଷୀ ଉପଖଣ୍ଡ ଅଧିକାରୀ ଶ୍ରୀ ହେମନ୍ତ କୁମାର ପାଢ଼ୀ ମହାଦୟଙ୍କୁ ଗତକାଲି ଉମରକୋଟ ସ୍ଥିତ  ଡିଏନକେ  ବଙ୍ଗୋଳା  ଠାରେ ଉମରକୋଟ ବିପଦର ବନ୍ଧୁ କମ...
20/02/2021

ଆରକ୍ଷୀ ଉପଖଣ୍ଡ ଅଧିକାରୀ ଶ୍ରୀ ହେମନ୍ତ କୁମାର ପାଢ଼ୀ ମହାଦୟଙ୍କୁ ଗତକାଲି ଉମରକୋଟ ସ୍ଥିତ ଡିଏନକେ ବଙ୍ଗୋଳା ଠାରେ ଉମରକୋଟ ବିପଦର ବନ୍ଧୁ କମିଟି ପକ୍ଷରୁ farewell ସମର୍ଦ୍ଧନା କରାଯାଇଥିଲା 🙏 ଏହି ସଭାରେ ସମସ୍ତ ଅତିଥି ବୃନ୍ଦ ଏବଂ ସମାଜସେବୀ ମାନେ ଉପସ୍ଥିତ ରହିଥିଲେ

ବିପଦର ବନ୍ଧୁ ଉମରକୋଟ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି 🙏🙏🙏

ବିପଦର ବନ୍ଧୁ ଉମରକୋଟ
ଲଳିତ ସେଠି
କମିଟି ସଦସ୍ୟ 🙏

" ବିପଦ ର ବନ୍ଧୁ " ଅନୁଷ୍ଠାନ ପକ୍ଷରୁ ଆଜି  କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଗଲା ଏଥି ସହ ଉମରକୋଟ ଆରକ୍ଷୀ ଉପଖଣ୍ଡ ଅଧିକାରୀ ଶ୍ରୀ ହେମନ...
20/02/2021

" ବିପଦ ର ବନ୍ଧୁ " ଅନୁଷ୍ଠାନ ପକ୍ଷରୁ ଆଜି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଗଲା ଏଥି ସହ ଉମରକୋଟ ଆରକ୍ଷୀ ଉପଖଣ୍ଡ ଅଧିକାରୀ ଶ୍ରୀ ହେମନ୍ତ କୁମାର ପାଢ଼ୀ ଙ୍କୁ କରୋନା ଯୋଦ୍ଧା ସମ୍ମାନିତ ସହ farewell ସମର୍ଦ୍ଧନ ମଧ୍ୟ ଦିଆଯାଇଛି ଓ ନୂତନ ଆରକ୍ଷୀ ଉପଖଣ୍ଡ ଅଧିକାରୀ ଶ୍ରୀ ଦିନେଶ ଚନ୍ଦ୍ର ନାୟକ ଙ୍କୁ ସ୍ଵାଗତ ସମାର୍ଦ୍ଧନ କରାଯାଇଛି ଏଥି ସହ ଶ୍ରୀ ହିମାଞ୍ଚଳ ମାଝୀ ତହସିଲଦାର ଉମରକୋଟ , ଜିଲ୍ଲା ସାମ୍ବାଦିକ କନକ ନ୍ୟୁଜ୍ ଶ୍ରୀ ନଳିନି ରଂଜନ ମିଶ୍ର , ଉମରକୋଟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁମନ୍ତ କୁମାର ରାଉଳ, ଉମରକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ପ୍ରଧାନ, ଝିରିଗାଁ ଥାନା ଅଧିକାରୀ ଶ୍ରୀ ଉମେଶ କୁମାର ସାହୁ , ଙ୍କୁ ଆଜି ଆମ ବିପଦର ବନ୍ଧୁ କମିଟି ପକ୍ଷରୁ "ଗାଁ ଗୌରବ ସମ୍ମାନିତ ୨୦୨୧ , ଏହି ସଭାରେ ଉମରକୋଟ ଅଞ୍ଚଳର ବହୁ ସମାଜସେବୀ ଓ, ଯୁବକ ଭାଈ ମାନେ ଉପସ୍ଥିତ ରହିଥିଲେ ,ସମାଜ ସେବୀ ଶ୍ରୀ କାଜମ ମାଦନି , ସମାଜସେବୀ ଶ୍ରୀ ଦିନବୁନ୍ଧୁ ଦାସ , ସମାଜସେବୀ ଶ୍ରୀ ରମେଶ ପଟ୍ଟନାୟକ, ସମାଜସେବୀ ଶ୍ରୀ ସନ୍ତୁନୁ କୁମାର ବାହିନୀପତି, ସମାଜସେବୀ ଶ୍ରୀ ସଲିମ୍ ରାଥର୍ଡ , ଉପସ୍ଥିତ ରହିଥିଲେ

🙏🙏🙏

ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ା ପ୍ରତିଭାଙ୍କ ବିକାଶରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହେବାକୁଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik...
16/02/2021

ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ା ପ୍ରତିଭାଙ୍କ ବିକାଶରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହେବାକୁଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଆଜି ସୁନ୍ଦରଗଡ଼ରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି।

The first lot of wooden logs for the construction of Rathas (Chariots), for  , started its journey towards puri. Photo- ...
13/02/2021

The first lot of wooden logs for the construction of Rathas (Chariots), for , started its journey towards puri.
Photo- ⭕‼️⭕🙏🚩🚩🚩

The first lot of wooden logs for the construction of Rathas (Chariots), for  , started its journey towards puri. Photo- ...
13/02/2021

The first lot of wooden logs for the construction of Rathas (Chariots), for , started its journey towards puri.
Photo- ⭕‼️⭕🙏🙏🙏🚩🚩🚩

Address

Umerkote

Telephone

+918456888870

Website

Alerts

Be the first to know and let us send you an email when Lalit Sethi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Lalit Sethi:

Share