Lalit kumar sahoo

Lalit kumar sahoo Contact information, map and directions, contact form, opening hours, services, ratings, photos, videos and announcements from Lalit kumar sahoo, Dhenkanal.

Congratulations on your well-deserved success! You're an inspiration!
16/07/2022

Congratulations on your well-deserved success! You're an inspiration!

13/02/2022

ଏ ଲଢେଇ ସମ୍ମାନ ଓ ସ୍ବାଭିମାନ ର ଲଢ଼େଇ।
ଆସନ୍ତୁ ଲଢ଼ିବା ସ୍ୱାଭିମାନର ଲଢ଼େଇ...
#କନ୍ତିଓ_କାଟେଣୀ ଗ୍ରାମପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ଓ ସ୍ୱାଭିମାନ ସହିତ ପଞ୍ଚାୟତ ର ବିକାଶ କୁ ଦ୍ରୁତ ଗତିରେ ଆଗକୁ ନେବା ପାଇଁ ଆପଣଙ୍କ ଆଶୀର୍ବାଦ ମୁଁ ଭିକ୍ଷା କରୁଛି 🙏🏼🙏🏼
ମୋ ଚିହ୍ନ ☀️ଷ୍ଟୁଲ ଚି଼ହ୍ନ
ତେଣୁ ଷ୍ଟୁଲ ଚି଼ହ୍ନ ରେ ବିପୁଳ ମାତ୍ରାରେ ଭୋଟ ଦେଇ
ଏକ ଆଦର୍ଶ ଗ୍ରାମପଞ୍ଚାୟତ ଗଢିବାରେ ମୋ ହାତମୁଠା କୁ ସୁଦୃଢ କରନ୍ତୁ 🙏🏼🙏🏼

11/02/2022

କନ୍ତିଓ କାଟେଣୀ ଗ୍ରାମ ପଞ୍ଚାଯତ କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ମାନ୍ୟତା ପ୍ରାପ୍ତ ପାଇଁ ଉଦ୍ୟମ l

11/02/2022

ଭୟ ମୁକ୍ତ, ଭୋକ ମୁକ୍ତ, ଭ୍ରଷ୍ଟାଚାର ମୁକ୍ତ ଗ୍ରାମ ପଞ୍ଚାୟତ କରିବା ପାଇଁ ଉଦ୍ୟମ l

11/02/2022

କନ୍ତିଓ କାଟେଣୀ ର ବିକାଶ ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା ମୋ ଲକ୍ଷ l

11/02/2022

ମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ସମାଜ ଏବଂ ମୁଖ୍ୟ ସ୍ରୋତ ରେ ସାମିଲ କରିବି l

11/02/2022

ସମସ୍ତ ସରକାରୀ ଯୋଜନା ଲୋକ ମାନଙ୍କ ନିକଟରେ ପହଞ୍ଚାଇବି l

11/02/2022

ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା କୁ ପ୍ରଶାସନିକ ସ୍ଥରରେ ଦୃଢ ଭାବରେ ଉପସ୍ଥାପନା କରି ତାର ସମାଧାନ କରିବି l

10/02/2022

A beautiful song for kantio kateni GP.

09/02/2022
04/02/2022

ବିଗତ ବର୍ଷ ର କିଛି ସ୍ମୃତି ଓ ଅନୁଭୁତି l

03/02/2022

କୋଟଗରା ପଞ୍ଚାୟତ ର କିଛି ଉନ୍ନତି ମୂଳକ କାର୍ଯ୍ୟ...

Address

Dhenkanal

Website

Alerts

Be the first to know and let us send you an email when Lalit kumar sahoo posts news and promotions. Your email address will not be used for any other purpose, and you can unsubscribe at any time.

Share