Prasanna sahoo

Prasanna sahoo Contact information, map and directions, contact form, opening hours, services, ratings, photos, videos and announcements from Prasanna sahoo, Puri.

ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଇଂରାଜୀ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ଆପଣଙ୍କର, ଆପଣଙ୍କ ପରିବାର ଓ ପ୍ରିୟଜନଙ୍କର ମଙ୍ଗଳମୟ ହେଉ।୨୦୨୪ ଆପଣଙ୍କ...
01/01/2024

ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଇଂରାଜୀ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ଆପଣଙ୍କର, ଆପଣଙ୍କ ପରିବାର ଓ ପ୍ରିୟଜନଙ୍କର ମଙ୍ଗଳମୟ ହେଉ।୨୦୨୪ ଆପଣଙ୍କର ସୁଖ ସମୃଦ୍ଧିର ବର୍ଷ ହେଉ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା।
ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଛା। 💐

ଜୟ ଜଗନ୍ନାଥ 🙏
Prasanna Sahoo

14/06/2020

ଓଡ଼ିଶାର ଗଣ ପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବାର ଏହା ହେଉଛି ଆମର ଅନନ୍ୟ ପରମ୍ପରା। ଆସନ୍ତୁ, କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା।

"Our Republic Day is an occasion to celebrate India which is ancient but never old &to pledge to uphold &strengthen our ...
26/01/2020

"Our Republic Day is an occasion to celebrate India which is ancient but never old &to pledge to uphold &strengthen our national unity. Let's gratefully salute lakhs of people, whose struggle, hard work &selfless sacrifice had earned us the freedom & democracy we enjoy today".

A man who still lives on in the hearts of Odia people - Biju Babu. Our CM, Shri Naveen Patnaik Ji exemplified by his son...
05/11/2019

A man who still lives on in the hearts of Odia people - Biju Babu.

Our CM, Shri Naveen Patnaik Ji exemplified by his son who has time and again shown that he is a leader of the people first, always put the people's wishes above his.

‘Always aim at complete harmony of thought and word and deed. Always aim at purifying your thoughts and everything will ...
02/10/2019

‘Always aim at complete harmony of thought and word and deed. Always aim at purifying your thoughts and everything will be well.’ – Happy Gandhi Jayanti 2019

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଶାନ୍ତିଦୂତ ଭାରତ ରତ୍ନ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ...
02/10/2019

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଶାନ୍ତିଦୂତ ଭାରତ ରତ୍ନ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ତାଙ୍କ ଦୃଢ଼ ନେତୃତ୍ୱ ଓ ଦେଶ ସ୍ବାଧୀନତାରେ ନିଜ ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ।

ଶ୍ରୀ ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟି ସମପ୍ରଭନିର୍ବିଗି୍ନମ୍ କୁରୁମେ ଦେବ ସର୍ବକାର୍ୟେଷୁ ସର୍ବଦା ।ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତ  ଓଡି...
02/09/2019

ଶ୍ରୀ ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟି ସମପ୍ରଭ
ନିର୍ବିଗି୍ନମ୍ କୁରୁମେ ଦେବ ସର୍ବକାର୍ୟେଷୁ ସର୍ବଦା ।

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତ ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ।🙏🙏🙏🙏

RIPMy heartfelt Condolences to the Great  Leader & former Finance Minister Shri   Ji .His Untimely Demise is Great  Loss...
24/08/2019

RIP

My heartfelt Condolences to the Great Leader & former Finance Minister Shri Ji .His Untimely Demise is Great Loss to Our Nation, who had Served Our Country Tirelessly shall always be Remembered.

*ବିଧାୟକ ପ୍ରଦୀପ ମହାରଥି ଙ୍କ ନିର୍ଦେଶରେ ସିଡିପିଓ କାମିନୀ ପ୍ରଭା ସ୍ୱାଇଁ ଙ୍କ ସହ ଡେଲାଙ୍ଗ ବ୍ଲକ ର ସାନଆଙ୍କୁଲା ,ଶଙ୍ଖପାଟ ଏବଂ ଡାକପଡା ଅଙ୍...
23/08/2019

*ବିଧାୟକ ପ୍ରଦୀପ ମହାରଥି ଙ୍କ ନିର୍ଦେଶରେ ସିଡିପିଓ କାମିନୀ ପ୍ରଭା ସ୍ୱାଇଁ ଙ୍କ ସହ ଡେଲାଙ୍ଗ ବ୍ଲକ ର ସାନଆଙ୍କୁଲା ,ଶଙ୍ଖପାଟ ଏବଂ ଡାକପଡା ଅଙ୍ଗନବାଡି କେନ୍ଦ୍ର ର ବାସ୍ତବ ସ୍ଥିତି ପରଖିବା ସମୟରେ

ସମ୍ଭାବ୍ଯ ବନ୍ୟା ପରିସ୍ଥିତିକୁ ଦୃଷ୍ଟି ରେ ରଖି ପିପିଲି ବିଧାୟକ ପ୍ରଦୀପ କୁମାର ମହାରଥୀ ଙ୍କ ନେତୃତ୍ୱ ରେ ଜରୁରୀ କାଳୀନ ବୈଠକ lଭୟଭୀତ ନହୋଇ ଆ...
15/08/2019

ସମ୍ଭାବ୍ଯ ବନ୍ୟା ପରିସ୍ଥିତିକୁ ଦୃଷ୍ଟି ରେ ରଖି ପିପିଲି ବିଧାୟକ ପ୍ରଦୀପ କୁମାର ମହାରଥୀ ଙ୍କ ନେତୃତ୍ୱ ରେ ଜରୁରୀ କାଳୀନ ବୈଠକ l
ଭୟଭୀତ ନହୋଇ ଆଗୁଆ ସତର୍କ ଓ ସଜାଗ ରହିବାକୁ ସମସ୍ତ ଦଳୀୟ କର୍ମୀ ଓ ନେତୃବୃନ୍ଦ ଙ୍କୁ ଅନୁରୋଧ କରାଯାଉଛି l

ଆଜିର ଏହି ପବିତ୍ର  ରକ୍ଷା ବନ୍ଧନରେ। ମୋର ସମସ୍ତ ଭାଇ ଭଉଣୀ ଓ ମାଉସ ମାଉସୀ ମାନଙ୍କୁ  ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା   raksha bandhan  #
15/08/2019

ଆଜିର ଏହି ପବିତ୍ର ରକ୍ଷା ବନ୍ଧନରେ। ମୋର ସମସ୍ତ ଭାଇ ଭଉଣୀ ଓ ମାଉସ ମାଉସୀ ମାନଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା raksha bandhan #

ଆଜିର ଏହି ପବିତ୍ର 73 ତମ  ସ୍ଵାଧୀନତା ଦିବସ ଅବସରରେ ଡେଲାଙ୍ଗ ବ୍ଲକର ବିଡିଓ,ସମସ୍ତ ପ୍ରଶାସନିକ ଅଧିକାରୀ ,ସମିତି ସଭ୍ୟ ଓ ସଭ୍ୟା , ମହିଳା ମିଶ...
15/08/2019

ଆଜିର ଏହି ପବିତ୍ର 73 ତମ ସ୍ଵାଧୀନତା ଦିବସ ଅବସରରେ ଡେଲାଙ୍ଗ ବ୍ଲକର ବିଡିଓ,ସମସ୍ତ ପ୍ରଶାସନିକ ଅଧିକାରୀ ,ସମିତି ସଭ୍ୟ ଓ ସଭ୍ୟା , ମହିଳା ମିଶନ ଶକ୍ତି ର ସମସ୍ତ ଭଉଣୀ , ମୋର ସାମ୍ବାଦିକ ଭାଈ , ଗୁରୁଜନ ମାନଙ୍କ ସହ ପତକା ଉତ୍ତୋଳନ ଓ ଦିବ୍ୟାଙ୍ଗ ଙ୍କୁ ସାଇକେଲ ବଣ୍ଟନ ଅବସରରେ

Address

Puri

Telephone

+919861515891

Website

Alerts

Be the first to know and let us send you an email when Prasanna sahoo posts news and promotions. Your email address will not be used for any other purpose, and you can unsubscribe at any time.

Share