The Yaqeen Foundation india

The Yaqeen Foundation india social organisation

30/07/2023
Congratulations 💐💐💐💐💐
24/01/2021

Congratulations 💐💐💐💐💐

23/01/2021
ବିଶ୍ୱାସ ଆମର ପରିବର୍ତନ ସମାଜର                      TYF ପରିବାର ରେ ନୂଆ ସଦସ୍ୟ 💐💐💐💐💐🙏🙏🙏🙏🙏💐💐💐💐💐ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ...
21/01/2021

ବିଶ୍ୱାସ ଆମର ପରିବର୍ତନ ସମାଜର
TYF ପରିବାର ରେ ନୂଆ ସଦସ୍ୟ
💐💐💐💐💐🙏🙏🙏🙏🙏💐💐💐💐💐
ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରୀୟ ସାମାଜିକ କାର୍ଯ୍ୟ ରେ ଇଛୁକ ଥିବା ଭାଇ ଓ ଭଉଣୀ ମାନେ ଯୋଗାଯୋଗ କରନ୍ତୁ
କମେଣ୍ଟ ମାଧ୍ୟମ ରେ ନିଜ ନିଜର ନାମ ଓ ଠିକଣା ଲେଖି ଜଣାନ୍ତୁ
କର୍ମ ହିଁ ପରିଚୟ 🙏🙏🙏🙏

https://youtu.be/VhdOw01YbzU
18/01/2021

https://youtu.be/VhdOw01YbzU

The YAQEEN foundation wishes happy New year and Makar sankranti to Bhadrak collector (OD REPORTER )

ଆଜି  the yaqeen foundation  ତରଫରୁ ଭଦ୍ରକ ଜିଲ୍ଲାପାଳଙ୍କୁ ସାକ୍ଷାତକାର କରାହେଇଥିଲା ଯାଉଥିରେ yaqeen foundation ତରଫରୁ  ମୁଖ୍ୟ ଛବି ଭ...
18/01/2021

ଆଜି the yaqeen foundation ତରଫରୁ ଭଦ୍ରକ ଜିଲ୍ଲାପାଳଙ୍କୁ ସାକ୍ଷାତକାର କରାହେଇଥିଲା ଯାଉଥିରେ yaqeen foundation ତରଫରୁ ମୁଖ୍ୟ ଛବି ଭାବରେ( south Indian actress ) କୁମାରୀ ଶ୍ରେୟା ମହାନ୍ତି ଯୋଗ ଦେଇଥିଲେ ଏବଂ yaqeen foundation ର chairman sayed samim akhtar ଙ୍କ ସହ saraswati ojha, ମମତା ବିଶ୍ୱାଳ ସମେତ ଅନ୍ୟ ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ.

New member TYF Family
17/01/2021

New member TYF Family

ପୁରୁଣା ବର୍ଷ ଗଲା ଆଉ ଆମକୁ ବହୁତ କିଛି ଶିକ୍ଷା ଦେଇ ଗଲା ନୂଆ ବର୍ଷ ରେ କିଛି ନୂଆ ଆଶା ର ଆଲୋକ ନେଇ ଆସିଲା ସାହାଯ୍ୟ ହେଉ ବା ସହଯୋଗ ଏହା ପାଇଁ...
01/01/2021

ପୁରୁଣା ବର୍ଷ ଗଲା ଆଉ ଆମକୁ ବହୁତ କିଛି ଶିକ୍ଷା ଦେଇ ଗଲା

ନୂଆ ବର୍ଷ ରେ କିଛି ନୂଆ ଆଶା ର ଆଲୋକ ନେଇ ଆସିଲା
ସାହାଯ୍ୟ ହେଉ ବା ସହଯୋଗ ଏହା ପାଇଁ ଟଙ୍କା କି ସମୟ ନୁହେଁ
ମାନବିକତା ଓ ମନବୋଳ ଆବଶ୍ୟକ
କାରଣ ମଣିଷ ତୋ ଘରେ ଘରେ ଜନ୍ମ ନେଇ ଥାଏ ହେଲେ ମାନବିକତା ଖୁବ କମ ଘରେ ଜନ୍ମ ନିଏ 💐💐💐
ଆସନ୍ତୁ ନୂଆ ବର୍ଷ ରେ ପ୍ରଥମ ଦିନ ରେ
କିଛି ନୂଆ ସଂକଳ୍ପ ନେବା
ପରିବର୍ତନ ର ଏକ ନୂଆ ସ୍ୱର 🙏🙏🙏🙏🙏
ଆମ ସହିତ ଯୋଡି ହେଇ କାମ କରିବା ପାଇଁ ଯୋଗାଯୋଗ କରନ୍ତୁ
🙏🙏🙏🙏🙏💐💐💐💐💐💐🙏🙏🙏🙏🙏🙏

Address

Worli

Telephone

+919348115452

Website

Alerts

Be the first to know and let us send you an email when The Yaqeen Foundation india posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to The Yaqeen Foundation india:

Share