Mehan Services

  • Home
  • Mehan Services
Directions Website

Mehan Services ଏଠାରେ ସରକାରୀ ଓ ବେସରକାରୀ ଯୋଜନା, ଶିକ୍ଷା, ଇନସୁରାନ୍ସ ତଥା ଆର୍ଥିକ କାରବାର ପରି ଅନେକ ମୂଲ୍ୟବାନ ସୂଚନା ପାଇପାରିବେ

ଏହି ପେଜ୍ ରେ ସରକାରୀ ଓ ବେସରକାରୀ ଯୋଜନା, ଶିକ୍ଷା, ଇନସୁରାନ୍ସ ତଥା ଆର୍ଥିକ ଏବଂ ବାଣିଜ୍ୟ କାରବାର ପରି ଅନେକ ମୂଲ୍ୟବାନ ସୂଚନା ପାଇପାରିବେ |

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହିତାଧକାରୀ *ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) -୨୦୨୩**ଫସଲ ବୀମା ପାଇଁ ଆବଶ୍ୟକୀୟ ଦସ୍ତାବିଜ:-*୧....
31/07/2023

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହିତାଧକାରୀ

*ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) -୨୦୨୩*

*ଫସଲ ବୀମା ପାଇଁ ଆବଶ୍ୟକୀୟ ଦସ୍ତାବିଜ:-*

୧. ଜମି ପଟ୍ଟା (Land Record or RoR)
୨. ଆଧାର କାର୍ଡ (Aadhaar Card)
୩. ବ୍ୟାଙ୍କ ଜମା ଖାତା ର ନକଲ (Bank Passbook Xerox copy)
୪. ଚାଷୀ ର ମୋବାଇଲ୍ ନମ୍ବର୍ (Mobile Number)
୫. ବିହନ ବୁଣିଥିବା ପ୍ରମାଣ ପତ୍ର (Sowing Certificate) କିମ୍ବା ସ୍ଵକୀୟ ଘୋଷଣାନାମା (Self Declaration Certificate)

କେନ୍ଦୁଝର ଜିଲ୍ଲା ପାଇଁ ଏ ବର୍ଷ ର ବିଜ୍ଞାପିତ ଫସଲ ଗୁଡ଼ିକ ହେଉଛି:-

*ଧାନ(ସମସ୍ତ ୧୩ବ୍ଲକ)*
*ଚିନାବାଦାମ(ଝୁମ୍ପୁରା,ପାଟଣା, ସାହାରପଡ଼ା)*
*ଅଦା (ବାଂସପାଳ)*
*ହଳଦୀ (ବାଂସପାଳ)*
*ମକା(ସମସ୍ତ ୧୩ ବ୍ଲକ)*
*ହରଡ଼ (ଚମ୍ପୁଆ, ଘଷିପୁରା, ହରିଚନ୍ଦନପୁର, ଯୋଡ଼ା, କେନ୍ଦୁଝର, ପାଟଣା)*

୨ ହେକ୍ଟର ପର୍ଯ୍ୟନ୍ତ ଫସଲକୁ ବୀମାଭୁକ୍ତ କରାଇବା ପାଇଁ ଚାଷୀ ମାନଙ୍କୁ ପଞ୍ଜୀକରଣ ବାବଦକୁ ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ ଏବଂ ୨ ହେକ୍ଟର ରୁ ଅଧିକ ଜମି ପାଇଁ ଚାଷୀ ମାନେ ନିର୍ଦ୍ଧାରିତ ବୀମା ରାଶି ଦେଇ ନିଜ ଫସଲକୁ ବୀମାଭୁକ୍ତ କରାଇ ପାରିବେ ।

ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ଯେ ଯଥା ଶୀଘ୍ର ନିଜର ଫସଲକୁ ନିଃଶୁଳ୍କ ରେ ବୀମାଭୁକ୍ତ କରାଇ ନିଅନ୍ତୁ ।

ଆପଣଙ୍କ ସେବା ରେ
ମେହାନ ସର୍ଭିସେସ
ଜନସେବା କେନ୍ଦ୍ର
ଖୁଣ୍ଟାପଡ଼ା ପଞ୍ଚାୟତ, ସାହାରପଡ଼ା ବ୍ଲକ-କେନ୍ଦୁଝର

ଆପଣମାନେ ଜାଣିଛନ୍ତି କି ?କଟିଥିବା TDS ମଧ୍ୟ ଆପଣ ଫେରିପାଇବେ ,ସେଥି ପାଇଁ ଆପଣ ଙ୍କୁ ITR filing କରିବାକୁ ପଡ଼ିବ ତାହା ପୁଣି ୩୧ ଜୁଲାଇ ପୂର...
30/07/2023

ଆପଣମାନେ ଜାଣିଛନ୍ତି କି ?
କଟିଥିବା TDS ମଧ୍ୟ ଆପଣ ଫେରିପାଇବେ ,ସେଥି ପାଇଁ ଆପଣ ଙ୍କୁ ITR filing କରିବାକୁ ପଡ଼ିବ ତାହା ପୁଣି ୩୧ ଜୁଲାଇ ପୂର୍ବରୁ।

*ମନେରଖନ୍ତୁ ୩୧ ଜୁଲାଇ ଶେଷ ତାରିଖ ଆଉ ୧ ଦିନ ରହିଲା।*

ଅଧିକ ସୂଚନା ପାଇଁ ଆମ ଜନସେବା କେନ୍ଦ୍ର
ମେହାନ ସର୍ଭିସେସ କୁ ଯୋଗାଯୋଗ କରନ୍ତୁ

👉ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା - ଖରିଫ ୨୦୨୩👈✍️ଫସଲ ବୀମା ପାଇଁ ଆବଶ୍ୟକୀୟ ଦସ୍ତାବିଜ :-୧. ଜମି ପଟ୍ଟା (Land Record or RoR)୨. ଆଧାର କ...
20/07/2023

👉ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା - ଖରିଫ ୨୦୨୩👈

✍️ଫସଲ ବୀମା ପାଇଁ ଆବଶ୍ୟକୀୟ ଦସ୍ତାବିଜ :-

୧. ଜମି ପଟ୍ଟା (Land Record or RoR)
୨. ଆଧାର କାର୍ଡ (Aadhaar Card)
୩. ବ୍ୟାଙ୍କ ଜମା ଖାତା ର ନକଲ (Bank Passbook Xerox copy)
୪. ଚାଷୀ ର ମୋବାଇଲ୍ ନମ୍ବର୍ (Mobile Number)
୫. ବିହନ ବୁଣିଥିବା ପ୍ରମାଣ ପତ୍ର (Sowing Certificate) କିମ୍ବା ସ୍ଵକୀୟ ଘୋଷଣାନାମା (Self Declaration Certificate)

*ବୀମା କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୩*

✔️ ବୀମା କେଉଁଠି କରିବେ :- ଆମ ଜନସେବା କେନ୍ଦ୍ର * ମେହାନ ସର୍ଭିସେସ୍ - Mehan Services *
ତଥା ଆପଣଙ୍କ ନିକଟସ୍ଥ ଜନସେବା କେନ୍ଦ୍ର ଠାରେ

🌐 PMFBY Portal ( https://pmfby.gov.in )

କେନ୍ଦୁଝର ଜିଲ୍ଲା ପାଇଁ ଏ ବର୍ଷ ର ବିଜ୍ଞାପିତ ଫସଲ ଗୁଡ଼ିକ ହେଉଛି:-

*ଧାନ(ସମସ୍ତ ୧୩ବ୍ଲକ)*

*ଚିନାବାଦାମ(ଝୁମ୍ପୁରା,ପାଟଣା, ସାହାରପଡ଼ା)*

*ଅଦା (ବାଂସପାଳ)*

*ହଳଦୀ (ବାଂସପାଳ)*

*ମକା(ସମସ୍ତ ୧୩ ବ୍ଲକ)*

*ହରଡ଼ (ଚମ୍ପୁଆ, ଘଷିପୁରା, ହରିଚନ୍ଦନପୁର, ଯୋଡ଼ା, କେନ୍ଦୁଝର, ପାଟଣା)*

❌❌ _*୨ ହେକ୍ଟର ପର୍ଯ୍ୟନ୍ତ ଫସଲକୁ ବୀମାଭୁକ୍ତ କରାଇବା ପାଇଁ ଚାଷୀ ମାନଙ୍କୁ ପଞ୍ଜୀକରଣ ବାବଦକୁ ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ ଏବଂ ୨ ହେକ୍ଟର ରୁ ଅଧିକ ଜମି ପାଇଁ ଚାଷୀ ମାନେ ନିର୍ଦ୍ଧାରିତ ବୀମା ରାଶି ଦେଇ ନିଜ ଫସଲକୁ ବୀମାଭୁକ୍ତ କରାଇ ପାରିବେ ।*_❌❌

🙏 ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ଯେ ୩୧ ଜୁଲା ASEଇ ୨୦୨୩ ସୁଦ୍ଧା ନିଜ ନିଜର ଫସଲକୁ ନିଃଶୁଳ୍କ ରେ ବୀମାଭୁକ୍ତ କରାଇ ନିଅନ୍ତୁ ।

ଆପଣଙ୍କ ସେବା ରେ ମେହାନ ସର୍ଭିସେସ୍
କେନ୍ଦୁଝର
7848817821

ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଶ୍ରୀ ରଥ ଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ।ମହାପ୍ରଭୂଙ୍କ କରୁଣାରୁ ଆପଣଙ୍କ ଜୀବନ ସୁଖମୟ ଏବଂ ପ୍ରିତ...
20/06/2023

ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଶ୍ରୀ ରଥ ଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ।
ମହାପ୍ରଭୂଙ୍କ କରୁଣାରୁ ଆପଣଙ୍କ ଜୀବନ ସୁଖମୟ ଏବଂ ପ୍ରିତିମୟ ହେଉ।

ଆପଣଙ୍କ ପକ୍କା ଘର ସ୍ଵପ୍ନକୁ ପୁରା କରିବ 'ମୋ ଘର' ଯୋଜନା । ୧୬-୦୬-୨୦୨୩ ଠାରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ‘ମୋ-ଘର’ ଯୋଜନାରେ ସହାୟତା ପାଇଁ...
20/06/2023

ଆପଣଙ୍କ ପକ୍କା ଘର ସ୍ଵପ୍ନକୁ ପୁରା କରିବ 'ମୋ ଘର' ଯୋଜନା । ୧୬-୦୬-୨୦୨୩ ଠାରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ‘ମୋ-ଘର’ ଯୋଜନାରେ ସହାୟତା ପାଇଁ ଆବେଦନ ଆରମ୍ଭ ହୋଇଛି। ପ୍ରତି ପଞ୍ଚାୟତ, ବ୍ଲକ ଓ ଜନସେବା କେନ୍ଦ୍ରରେ ହିତାଧିକାରୀ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ତଥ୍ୟ ଅନୁଧ୍ୟାନ କରାଯିବା ପରେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ଓ ସରକାର ଧାର୍ଯ୍ୟ କରିଥିବା ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।
ଯଥା ଶୀଘ୍ର ଏହି ଯୋଜନାର ଲାଭ ପାଇବାପାଇଁ ତଥା ଆବେଦନ କରିବ ପାଇଁ ଆମ ଜନସେବା କେନ୍ଦ୍ର 'ମେହାନ ସର୍ଭିସେସ୍ - Mehan Services
କୁ ଯୋଗାଯୋଗ କରନ୍ତୁ।

16/06/2023

Kalia Scheme 2023 updates

*ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଶେଷ ସୂଚନା*❌❌‼️ଦୟାକରି ଧ୍ୟାନ ଦିଅନ୍ତୁ ‼️❌❌ବର୍ତମାନ *କାଳିଆ ଯୋଜନା* ର *ନୂତନ ଆବେଦନ ଓ ଅଭିଯୋଗ ଦାଖଲ ...
14/06/2023

*ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଶେଷ ସୂଚନା*
❌❌‼️ଦୟାକରି ଧ୍ୟାନ ଦିଅନ୍ତୁ ‼️❌❌

ବର୍ତମାନ *କାଳିଆ ଯୋଜନା* ର *ନୂତନ ଆବେଦନ ଓ ଅଭିଯୋଗ ଦାଖଲ ଚାଲୁ ଅଛି।* ଯେଉଁ ଯୋଗ୍ୟ ଚାଷୀ ମାନେ କାଳିଆ ଯୋଜନା ସୁବିଧା ପାଇ ପାରିନାହାନ୍ତି ସେମାନେ ପାଇଁ ଏହା ଶେଷ ସୁଯୋଗ। କାଳିଆ ଯୋଜନା ସହାୟତା ପାଇବା ପାଇଁ ଆପଣ ମାନେ ଆମ ଜନସେବା କେନ୍ଦ୍ର *ମେହାନ ସର୍ଭିସେସ୍* ରେ ଆବେଦନ କରି ପାରିବେ ।

*❌ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୩୧-୦୭-୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ।❌*

*❌ଆବେଦନ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ/ଆବଶ୍ୟକତା❌*
୧. ଆଧାର (ଯେଉଁଥିରେ ମୋବାଇଲ ସଂଯୋଗ ହୋଇଥିବ).
୨. ବ୍ୟାଙ୍କ ଖାତା (ଯେଉଁଥିରେ ନାମ ଆଧାର ସହ ସମାନ ଥିବ/ ଆଧାର ସଂଯୋଗ ହୋଇଥିବା/ ଜାତୀୟ ବ୍ୟାଙ୍କ ଖାତା ହେଲେ ଭଲ)
୩. ରାସନ୍ କାର୍ଡ (NFSA) ଥିବା ବଧ୍ୟାତା ମୂଳକ ଅଟେ
୪. ଜମି ପଟ୍ଟା
୫.କୃଷକ ଓଡ଼ିଶା ରେ ପଞ୍ଜିକରଣ କରିଥିବେ।

*ପରବର୍ତୀ କାଳିଆ ଓ ପିଏମ୍ କିସାନ୍ ସହାୟତା ପାଇବା ପାଇଁ ବ୍ୟାଙ୍କ 🏦 ଖାତା ରେ ଆଧାର ସଂଯୋଗ କରନ୍ତୁ।*

ଆପଣଙ୍କ ସେବାରେ
*ମେହାନ ସର୍ଭିସେସ୍*
*୭୮୪୮୮୧୭୮୨୧*

ପବିତ୍ର ରଜ ପର୍ବ ଅବସରରେ ସମସ୍ତ ଓଡ଼ିଶା ବାସୀ ଙ୍କୁ ମେହାନ ସର୍ଭିସେସ୍ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।    ରଜ ପର୍ବ ଆମ ଓଡିଆ ସଂସ...
14/06/2023

ପବିତ୍ର ରଜ ପର୍ବ ଅବସରରେ ସମସ୍ତ ଓଡ଼ିଶା ବାସୀ ଙ୍କୁ ମେହାନ ସର୍ଭିସେସ୍ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ରଜ ପର୍ବ ଆମ ଓଡିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ଅଙ୍ଗ । ଏହା କେବଳ ଗୋଟିଏ ପର୍ବ ନୁହେଁ,ଏହା ଶାନ୍ତି, ପ୍ରୀତି ଓ ମୈତ୍ରିର ଆହ୍ୱାନ।
ପିଠା ପଣାର ଆନନ୍ଦ ଉଲ୍ଲାସ ଭିତରେ ଆସନ୍ତୁ ସମସ୍ତେ ସମସ୍ତଙ୍କୁ ଭଲ ପାଇବା,ସମ୍ମାନ ଦେବା ଆଉ ରଜ ପର୍ବର ମହାନ ସଂସ୍କୃତି କୁ ଉଜ୍ଜୀବିତ ରଖିବା ।
#2023

ସମସ୍ତ ପ୍ରକାରର ଯାନ ବାହାନର ବୀମା(ଇନସୁରାନ୍ସ) ସବୁଠୁ କମ୍ ମୂଲ୍ୟରେ ଚାହୁଁଥିଲେ |  ଯୋଗାଯୋଗ କରନ୍ତୁ ☎ 784881782 - 100% ବେଷ୍ଟ ଡିଲ ସହ ଡ...
13/06/2023

ସମସ୍ତ ପ୍ରକାରର ଯାନ ବାହାନର ବୀମା(ଇନସୁରାନ୍ସ) ସବୁଠୁ କମ୍ ମୂଲ୍ୟରେ ଚାହୁଁଥିଲେ | ଯୋଗାଯୋଗ କରନ୍ତୁ ☎ 784881782 - 100% ବେଷ୍ଟ ଡିଲ ସହ ଡିସକାଉଣ୍ଟ ଭି ପାଆନ୍ତୁ |
............................................................................
🏍️ମୋଟର ଗାଡ଼ି 🚕 ଇନସ୍ୟୁରାନ୍ସ କାହିଁକି ଦରକାର ?
ରାସ୍ତାରେ ଅନେକ ପ୍ରକାର ଗାଡି ମୋଟର ଯିବା ଆସିବା କରୁଅଛି। ଯଦି ଆପଣଙ୍କର ଦୁର୍ଘଟଣା ଘଟେ ତେବେ ମୋଟର ବୀମା(ଇନସ୍ୟୁରାନ୍ସ) ଆପଣଙ୍କୁ ଆର୍ଥିକ କ୍ଷତିରୁ ରକ୍ଷା କରିଥାଏ | କାରଣ ଆପଣ ଏବଂ ବିମା ବା ଇନସ୍ୟୁରାନ୍ସ କମ୍ପାନୀ ମଧ୍ୟରେ ଏହା କନଟ୍ରାକ୍ଟ ହୋଇଥାଏ | ଯଦି ଆପଣ ମୋଟର ଇନସ୍ୟୁରାନ୍ସ କରିଛନ୍ତି ମାନେ ପ୍ରିମିୟମ ଦେଇଛନ୍ତି
ତେବେ ବୀମା କମ୍ପାନୀ ପଲିସିରେ ଲେଖା ହୋଇଥିବା ସମସ୍ତ ଆର୍ଥିକ କ୍ଷତି ଆପଣଙ୍କୁ ପରିଶୋଧ କରିଥାଏ |

🙏 ବିଶେଷ ସୂଚନା 🙏PMKISAN ର 14th କିସ୍ତି ବହୁତ୍ ଶୀଘ୍ର ହିତାଧୀକାରୀ ମାନଙ୍କୁ ମିଳିବାକୁ ଯାଉଛି, ଯେଉଁଥି ପାଇଁ eKyc ହେବା ନିହାତି ଆବଶ୍ୟକ।...
02/06/2023

🙏 ବିଶେଷ ସୂଚନା 🙏
PMKISAN ର 14th କିସ୍ତି ବହୁତ୍ ଶୀଘ୍ର ହିତାଧୀକାରୀ ମାନଙ୍କୁ ମିଳିବାକୁ ଯାଉଛି, ଯେଉଁଥି ପାଇଁ eKyc ହେବା ନିହାତି ଆବଶ୍ୟକ।
ତେଣୁ ଆପଣ ସମସ୍ତଙ୍କୁ ଅନୁରୋଧ, ବାକି ଥିବା ହିତାଧିକାରୀ କୃଷକମାନେ ଜୁନ 15 ସୁଧା (ଶେଷ ତାରିଖ) PM-KISAN ର eKyc ସମ୍ପୂର୍ଣ୍ଣ କରାଇନିଅନ୍ତୁ।
eKyc ପାଇଁ ଯଥା ଶୀଘ୍ର ଆମ ଜନସେବା କେନ୍ଦ୍ର
(ମେହାନ ସର୍ଭିସେସ୍ - Mehan Services) ରେ ଯୋଗାଯୋଗ କରନ୍ତୁ।...................................
ମେହାନ ସର୍ଭିସେସ୍ (Mehan Services)
☎️ ୭୮୪୮୮୧୭୮୨୧
🌐 www.mehanservices.in

Address

Patana(P)

Alerts

Be the first to know and let us send you an email when Mehan Services posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your organization to be the top-listed government service?

Share