Er Deepak Jena

Er Deepak Jena Contact information, map and directions, contact form, opening hours, services, ratings, photos, videos and announcements from Er Deepak Jena, Keonjhar.

24/08/2023

Jay Maa Bharati...
Jay ho Chandrayan -3

ଭଉଣୀ ମମିତା ପାଇଁ ଦୀପ ଟିଏ।।ବିଗତ ଦିନ ରେ ନାରୀ ରୂପୀ ମା ଙ୍କ ଉପରେ ଯେତେ ସବୁ ଅକଥନୀୟ ଅତ୍ୟାଚାର ହୋଉଛି,ତଥା ଆଜିର ବହୁ ଚର୍ଚ୍ଚିତ ଭଉଣୀ ମମି...
04/11/2021

ଭଉଣୀ ମମିତା ପାଇଁ ଦୀପ ଟିଏ।।

ବିଗତ ଦିନ ରେ ନାରୀ ରୂପୀ ମା ଙ୍କ ଉପରେ ଯେତେ ସବୁ ଅକଥନୀୟ ଅତ୍ୟାଚାର ହୋଉଛି,ତଥା ଆଜିର ବହୁ ଚର୍ଚ୍ଚିତ ଭଉଣୀ ମମିତା ମେହେର ହତ୍ୟାକାଣ୍ଡ ରେ ସମ୍ପୃକ୍ତ ସମସ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଵିଶେଷ କୁ କଠୋର ଦଣ୍ଡ ରେ ଦଣ୍ଡିତ କରି ଏହି ଭଳି ଜଘନ୍ୟ କାଣ୍ଡ ର ପୂର୍ଣଛେଦ ପକାଇବାକୁ ଆଜିର ପଵିତ୍ର ଦିପାବଳୀ ଅବସର ରେ ମା କାଳୀ ଙ୍କୁ ମୋର ଏତିକି ପ୍ରାର୍ଥନା ।।।

ରାଜ୍ୟବ୍ୟାପୀ ଚର୍ଚ୍ଚିତ ଘଟଣା ମମିତା ମେହେର ହତ୍ୟାକାଣ୍ଡ ରେ  ସମ୍ପୃକ୍ତି ଥିବା ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ  ରାଜ...
01/11/2021

ରାଜ୍ୟବ୍ୟାପୀ ଚର୍ଚ୍ଚିତ ଘଟଣା ମମିତା ମେହେର ହତ୍ୟାକାଣ୍ଡ ରେ ସମ୍ପୃକ୍ତି ଥିବା ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ରାଜ୍ୟ ପ୍ରଶାସନ ର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ତଥା କେନ୍ଦୁଝର ଜିଲ୍ଲାରେ କ୍ରମାଗତ ଭାବେ ଧର୍ଷଣ ଓ ହତ୍ୟା ଓ ଜିଲ୍ଲା ରେ ଆସାମୀ ଙ୍କୁ ସୁରକ୍ଷା ଦେଇ ନିରୀହ ଜନତା ଙ୍କୁ ଆସାମୀ ସଯାଉଥିବା ପ୍ରଶାସନ ବିରୁଦ୍ଧରେ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ନେତୃତ୍ୱରେ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଘେରାଉ।।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ କଣ୍ଟିପାଳ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ତଥା ଟାଙ୍ଗର ଗ୍ରାମ ର ଶ୍ରୀଯୁକ୍ତ ନିରଞ୍ଜନ ସାହୁ ପ୍ରଧାନମନ୍...
19/09/2021

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ କଣ୍ଟିପାଳ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ତଥା ଟାଙ୍ଗର ଗ୍ରାମ ର ଶ୍ରୀଯୁକ୍ତ ନିରଞ୍ଜନ ସାହୁ ପ୍ରଧାନମନ୍ତ୍ରୀଜୀଙ୍କ 'ସ୍ୱଚ୍ଛ ଭାରତ ଅଭିଯାନ'ରେ ପ୍ରେରିତ ହୋଇ ନିଜ ପ୍ରଚେଷ୍ଟା ଓ ଉଦ୍ୟମ ବଳରେ ଗ୍ରାମର ଏକ ପାହାଡିଆ ଅଞ୍ଚଳକୁ ସବୁଜ, ନିର୍ମଳ ଏବଂ ବ୍ୟବହାର ଉପଯୋଗୀ ପରିବେଶରେ ପରିଣତ କରିଥିବାରୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆମରି ପ୍ରିୟ ନେତା ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ତାଙ୍କରି ଉତ୍ସାହିତ ନିମନ୍ତେ ଦେଇଥିବା ଶୁଭେଚ୍ଛା ବାର୍ତ୍ତା କୁ ଜିଲ୍ଲା ବିଜେପି ତରଫ ରୁ ସମ୍ମାନ ଜଣାଇ ଭାରତବର୍ଷ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଈ ମୋଦୀ ଜୀ ଙ୍କ ୭୧ ତମ ଜନ୍ମ ଦିଵସ ନିମନ୍ତେ ପାଳନ ହେଉଥିବା " ସେବା ସପ୍ତାହ " ଅବସର ରେ ତାଙ୍କୁ ନିଜର ବାସଭବନରେ ଭେଟି ତାଙ୍କରି ପ୍ରଚେଷ୍ଟା ରେ ନିର୍ମିତ ଦୁଇ ଦୁଇ ଟି ବିଦ୍ୟାଳୟ ଓ ମନ୍ଦିର ଆଦି କୁ ତାଙ୍କ ସହ ବୁଲି ଦେଖି ଏହି ଭଳି କାର୍ଯ୍ୟ ପାଇଁ ସମ୍ମାନୀତ କରଥିଲୁ।।

ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ  ଯୁବ ମୋର୍ଚ୍ଚା ସଭାପତି ବଡ଼ ଭାଇ  #ଇରାଶିସ_ଆଚାର୍ଯ୍ୟ ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାଇ...
05/09/2021

ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ଯୁବ ମୋର୍ଚ୍ଚା ସଭାପତି ବଡ଼ ଭାଇ #ଇରାଶିସ_ଆଚାର୍ଯ୍ୟ ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାଇ #ଦୀପକ_ଗଛାୟତ ଙ୍କୁ କେନ୍ଦୁଝର ଗ୍ରସ୍ତ ଅବସର ରେ ଘଷିପୁରା ନିର୍ବାଚନ ମଣ୍ଡଳୀ ତଥା ଘଷିପୁରା ବ୍ଲକ ଅନ୍ତର୍ଗତ ଜର୍ଦା ଛକ ଠାରେ ରାମଚନ୍ଦ୍ରପୁର ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା।।।

ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଆମରି ପ୍ରିୟ ନେତା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଜୀ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ...
23/08/2021

ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଆମରି ପ୍ରିୟ ନେତା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଜୀ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଭାଈ ,ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ଶ୍ରୀମାନ ମାନସ ମହାନ୍ତି ଭାଈ,ପୂର୍ବତନ ସଙ୍ଗଠନ ସମ୍ପାଦକ ସାରଦା ଶତପଥୀ ଭାଈ, ମାର୍ଗଦର୍ଶକ ରଞ୍ଜନ ପଟେଲ ଭାଈ ମହୋଦୟ ଆଦି ଙ୍କୁ ଭାଇଚାରା ଉଜୀବିତ ନିମନ୍ତେ ରାକ୍ଷୀ ବାନ୍ଧି ଆଶୀର୍ବାଦ କାମନା କଲି।

ବିଭିନ୍ନ ସରକାରୀ ଯୋଜନା ରୁ ବଞ୍ଚିତ କିଛି ଯୋଗ୍ୟ ହିତାଧିକାରୀ ଙ୍କ ଅଭିଯୋଗ କ୍ରମେ ବାତୋ ପଞ୍ଚାୟତ ର ଅତା ଗ୍ରାମ ରେ ସେହି ଅବହେଳିତ ପରିବାର ଙ୍...
17/08/2021

ବିଭିନ୍ନ ସରକାରୀ ଯୋଜନା ରୁ ବଞ୍ଚିତ କିଛି ଯୋଗ୍ୟ ହିତାଧିକାରୀ ଙ୍କ ଅଭିଯୋଗ କ୍ରମେ ବାତୋ ପଞ୍ଚାୟତ ର ଅତା ଗ୍ରାମ ରେ ସେହି ଅବହେଳିତ ପରିବାର ଙ୍କୁ ଭେଟି ଆଗାମୀ ଦିନରେ ସେମାନଙ୍କୁ ତାଙ୍କରି ହକ ର ଲଢ଼େଇ ରେ ନିଜକୁ ସାମିଲ କରି ,ଯଥା ସମ୍ଭବ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଲୁ।।।

27/07/2021
କେନ୍ଦୁଝର ଜିଲ୍ଲା  ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଭାଈ ଙ୍କ ନେତୃତ୍ୱ ରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଭାଈ ଙ୍କ...
15/07/2021

କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଭାଈ ଙ୍କ ନେତୃତ୍ୱ ରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଭାଈ ଙ୍କ ସଂଯୋଜନା ରେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଭାଈ ଓ ଅନ୍ୟତମ ଜିଲ୍ଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ ଭାଈ ଙ୍କ ଉପସ୍ଥିତି ରେ ଡିଜିଟାଲ ପ୍ଲାଟଫର୍ମ ରେ ଆୟୋଜିତ ଦ୍ଵିତୀୟ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ କାର୍ଯ୍ୟକ୍ରମ ରେ ରାଜ୍ୟ ସାଧାରଣ ସମ୍ପାଦକ ଆମରି ନେତା ପ୍ରିୟ ର ଗୋଲକ ମହାପାତ୍ର ଭାଈ ମୁଖ୍ୟ ଅତିଥି ଭାବେ ଉପସ୍ଥିତି ହୋଇ ଦଳ ର ଶୃଙ୍ଖଳାଗତ ଜ୍ଞାନ ଉପରେ ଅବଗତ କରାଇ,କଣ୍ କଲେ ଆଗାମୀ ଦିନରେ ଦଳ ଅଧିକ ରୁ ଅଧିକ ସଂଗଠିତ ହୋଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ।।

ଏପଟେ ୟସ୍ ବାତ୍ୟା ର ତାଣ୍ଡବ ସେପଟେ ଦୀର୍ଘ ଦିନରୁ କରୋନା ମହାମାରୀ ର ପ୍ରଭାବ ରେ ଜନ ଜୀବନ ଅସ୍ତବ୍ୟସ୍ତ।। ମାତ୍ରାଧିକ ଲକ୍ ଡାଉନ୍ ଯୋଗୁଁ  ଦିନ...
04/06/2021

ଏପଟେ ୟସ୍ ବାତ୍ୟା ର ତାଣ୍ଡବ ସେପଟେ ଦୀର୍ଘ ଦିନରୁ କରୋନା ମହାମାରୀ ର ପ୍ରଭାବ ରେ ଜନ ଜୀବନ ଅସ୍ତବ୍ୟସ୍ତ।। ମାତ୍ରାଧିକ ଲକ୍ ଡାଉନ୍ ଯୋଗୁଁ ଦିନ ମଜୁରିଆ ଓ ଖଟିଖିଆ ମାନେ କାମ ଧନ୍ଦା ନ ପାଇ ଭୋକ ଉପାସ ରେ ଦିନ କାଟୁଛନ୍ତି।।ଏପଟେ ନିର୍ବାଚିତ ଜନ ପ୍ରତିିନିଧି ମାନେ ଘରେ ଲୁଚିଛନ୍ତି।।ଏହି ଭଳି ଗମ୍ଭୀର ପରିସ୍ଥିତି ରେ ଭାରତୀୟ ଜନତା ପାର୍ଟି ର ନେତା ମାନେ ଉଦବେଗ ପ୍ରକାଶ କରିଛନ୍ତି।ତେଣୁ ଆଜି ଆମରି ନେତା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ଙ୍କ ସହଯୋଗ ଏଵଂ ଜିଲ୍ଲା ସଭାପତି ବଡ଼ ଭାଈ ଅଂଶୁମାନ ସବୁଜ ମହାନ୍ତ ବର୍ମା ଭାଈ ଙ୍କ ଆହ୍ବାନ କ୍ରମେ ଘଷିପୁରା ବ୍ଲକ୍ ର ପ୍ରତିଟି ପଞ୍ଚାୟତ ରେ ମାତ୍ରାଧିକ କ୍ଷତିଗ୍ରସ୍ତ ଓ ଅସହାୟ ଅବସ୍ଥା ରେ ଥିବା ପରିବାର କୁ ଯଥା ସମ୍ଭବ ଶୁଖିଲା ଖାଦ୍ୟ ଓ ପଲିଥିନ୍ ପହଞ୍ଚାଇବାର ପ୍ରୟାସ ଆଜି ଠାରୁ ଆରମ୍ଭ କରିଛୁ।।।

ଏକ ମାତ୍ର ଲକ୍ଷ୍ୟ ,,, ଅନ୍ତତ ପକ୍ଷେ ପ୍ରତିଟି ଗାଁ ରୁ ଗୋଟେ ପରିବାର ମୁଁହ ରେ ହସ ଫୁଟାଇବା।।

Address

Keonjhar

Website

Alerts

Be the first to know and let us send you an email when Er Deepak Jena posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Er Deepak Jena:

Share