BJYM Simulia

BJYM Simulia ଅଫିସିଆଲ ଫଂସବୂକ ପେଜ ବିଜେପି ଯୁବମୋର୍ଚ୍ଚା ସିମୁଳିଆ

31/08/2026
ବାଲେଶ୍ୱର ଜିଲ୍ଲାର ସୁ ପରିଚିତ ଚେହେରା, ଖଇରା ବ୍ଲକ ଅଧ୍ୟକ୍ଷା  ଜଣେ ଟାଣୁଆ ସଂଗ୍ରାମୀ ନେତ୍ରୀ ଅଭିଲିପ୍ସା ଅପା ଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶ...
31/08/2026

ବାଲେଶ୍ୱର ଜିଲ୍ଲାର ସୁ ପରିଚିତ ଚେହେରା, ଖଇରା ବ୍ଲକ ଅଧ୍ୟକ୍ଷା ଜଣେ ଟାଣୁଆ ସଂଗ୍ରାମୀ ନେତ୍ରୀ ଅଭିଲିପ୍ସା ଅପା ଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା🌹

28/08/2026

ଆଜି ନିର୍ବାଚନ ହେଲେ ପୁଣି NDA ସରକାର ! C-Voter ସର୍ଭେରେ ବହୁମତଠାରୁ ମଧ୍ୟ ଯଥେଷ୍ଟ ଆଗରେ ମେଣ୍ଟ ।

India Today-C-Voter ସର୍ଭେ ଅନୁସାରେ, ଯଦି ଆଜି ଲୋକସଭା ନିର୍ବାଚନ ହୁଏ, ତେବେ NDAକୁ ୩୨୬ଟି ଆସନ ମିଳିବାର ଅନୁମାନ କରାଯାଇଛି ।

ଅନ୍ୟପକ୍ଷରେ, INDIA ମେଣ୍ଟ ୧୮୫ଟି ଆସନରେ ସୀମିତ ରହିପାରେ । ଅର୍ଥାତ୍ ଦୁଇ ମେଣ୍ଟ ମଧ୍ୟରେ ୧୪୧ଟି ଆସନର ବଡ଼ ବ୍ୟବଧାନ ଦେଖାଯାଉଛି ।

ବିରୋଧୀ ଦଳ ସରକାରଙ୍କୁ ଲଗାତାର ଘେରୁଥିଲେ ମଧ୍ୟ... ସର୍ଭେର ସଙ୍କେତ ଏବେ ସ୍ପଷ୍ଟ: ଯଦି ଆଜି ନିର୍ବାଚନ ହୁଏ, ତେବେ NDAର ପଲ୍ଲା ଭାରୀ ରହିବ ।

BJP Odisha

28/08/2026

Address

Baleshwar, OD
Balasore
756001

Telephone

+917749980198

Website

Alerts

Be the first to know and let us send you an email when BJYM Simulia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share